କଳାଧନ ସଂପର୍କିତ ମାମଲାକୁ ନେଇ ଆରମ୍ଭ ହେଲା SIT ବୈଠକ । SIT ଉପାଧ୍ୟକ୍ଷ ଜଷ୍ଟିସ ଅରିଜିତ ପଶାୟତଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଛି । ଏଥିରେ ଅର୍ଥନୈତିକ ଅପରାଧ ମାମଲାର ତଦନ୍ତକାରୀ ସଂସ୍ଥାର ଅନେକ ଉଚ୍ଚପଦସ୍ଥ ଅଧିକାରୀ ଏଥିରେ ଯୋଗ ଦେଇଛନ୍ତି
#SitMeeting #BlackMoney #ArgusNews #Odisha