#ଅନ୍ଧବିଶ୍ୱାସର_ଅନ୍ଧାରୀଗଳି
#ଖଟରେ_ଶୋଇଲେ_ଓଲଟେ_ଖଟ !
ବିଜ୍ଞାନ ଯେତେ ଆଗେଇଲେ ମଧ୍ୟ ଆଜି ବି ବହୁ ସ୍ଥାନରେ ଅନ୍ଧ ବିଶ୍ବାସ ଭରି ରହିଛି । ଆମେ ଆପଣଙ୍କୁ ଏପରି ଏକ କଥା କହିବାକୁ ଯାଉଛୁ , ଯାହା ହୁଏତ ଆପଣଙ୍କୁ ଅବିଶ୍ବାସ ଲାଗିବ । ଖଟରେ ଶୋଇଲେ ଖଟ ଓଲଟି ପଡିବା ସହ ଗ୍ରାମଦେବୀ ଅସନ୍ତୋଷ ହେବେ ବୋଲି ଗାଁରେ ଅନ୍ଧବିଶ୍ୱାସ । ଦେବଗଡ ଜିଲ୍ଲା ତିଲେଇବଣି ବ୍ଲକ ଲଇମୁରା ପଂଚାୟତ ଟିପିରିସିଂହା ଗାଁରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ।
#ArgusNews #Sleeping #bed #superstition #Devgarh #village #maabarihani #worship #Odisha