ମହାମହିମଙ୍କୁ କଂଗ୍ରେସର ଅପମାନ । କଂଗ୍ରେସ ସାଂସଦ ଅଧିର ରଞ୍ଜନ ଚୌଧୁରୀଙ୍କ ବୟାନକୁ ନେଇ ତେଜିଲା ବିବାଦ । ସଂସଦ ଭବନ ପରିସରରେ ବିଜେପିର ସାଂସଦଙ୍କ ଜୋରଦାର ପ୍ରତିବାଦ । କଂଗ୍ରେସ କ୍ଷମା ପ୍ରାର୍ଥନା କରିବାକୁ ଦାବି ।
#Congress #BJP #protest #AdhirRanjanChowdhury #DroupadiMurmu #PresidentofIndia #controversy #ArgusNews