ସମ୍ବିଧାନ ମୁଖ୍ୟଙ୍କ ଉଦ୍ଦେଶ୍ୟରେ କଂଗ୍ରେସ ନେତା ଅଧୀର ରଞ୍ଜନଙ୍କ ଏଭଳି ଅପମାନଜନକ ବକ୍ତବ୍ୟ ପାଇଁ ଦେଶ କେବେ କଂଗ୍ରେସକୁ କ୍ଷମା ଦେବ ନାହିଁ । ରାଷ୍ଟପତି ମୁର୍ମୁଙ୍କ ପ୍ରତି ଅଧୀର ରଞ୍ଜନଙ୍କ ବିବାଦୀୟ ମନ୍ତବ୍ୟକୁ ବିରୋଧ କରି ବିଜେପିର ବିକ୍ଷୋଭ ।
#AdhirRanjanChowdhury #DroupadiMurmu #PresidentofIndia #controversy #Congress #ArgusNews