ପୋଲିସ ରେ ଯୋଗ ଦେବେ ବସ୍ତି ପିଲା !
ଏଥିପାଇଁ ଦିଶା କୋଚିଂ ସେଣ୍ଟର ସହ ଟାଏ ଅଫ କରାଯାଇ ଥିବା ବେଳେ ପିଲାଙ୍କୁ ତାଲିମ ଦିଆଯିବ । ବସ୍ତିକୁ ଚାଲ ଅଭିଯାନରେ ବସ୍ତି ପିଲାଙ୍କୁ କନଷ୍ଟେବଳ ପରୀକ୍ଷା ପାଇଁ ତାଲିମ ଦେଇଛି କମିଶନରେଟ ପୋଲିସ
#ArgusNews #Bhubaneswar #Slum #OdishaPolice #Commissionarate #Odisha