ସିଭି ରମଣ ଗ୍ଲୋବାଲ ୟୁନିଭରସିଟି ପରିସରରେ ସ୍ମାର୍ଟ ଇଣ୍ଡିଆ ହାକାଥନ ଉଦଘାଟିତ ହୋଇଯାଇଛି। ୨୮ଟି ଟିମ ତରଫରୁ ପ୍ରାୟ ୨୦୦ ପ୍ରତିଯୋଗୀ ଏଠାରେ ପ୍ରତିଦ୍ୱନ୍ଦିତା କରିଛନ୍ତି। ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟର ନିଆରା ଅଭିଯାନ ହେଉଛି ‘ସ୍ମାର୍ଟ ଇଣ୍ଡିଆ ହାକାଥନ’ ଛାତ୍ରଛାତ୍ରୀମାନଙ୍କୁ ଚାପମୁକ୍ତ କରିବା ଓ ବିଭନ୍ନ ସମସ୍ୟାର ସମାଧାନ ପାଇଁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପ୍ଲାଟଫର୍ମ ।
#Bhubaneswar #CVRamanGlobalUniversity #SmartIndiaHackathon #Odisha #ArgusNews