#ବାଇକ୍_ତଳେ_ବିଷଧର_ନାଗ !
ବାଇକ୍ ସିଟ ତଳେ ଜାକିଜୁକି ହୋଇ ସାପଟି ରହିଥିଲା। ଯତ୍ନର ସହିତ ପ୍ରାୟ ସାଢେ଼ 3 ଫୁଟ ଲମ୍ବର ବିଷଧର ନାଗ ସାପଟିକୁ ଉଦ୍ଧାର କରିବା ପରେ ଗାଁ ଠାରୁ ଯଥେଷ୍ଟ ଦୂରରେ ଏକ ପ୍ରାକୃତିକ ଆବାସ ସ୍ଥଳୀରେ ସାପକୁ ଛାଡି ଦିଆଯାଇଛି।
#ArgusNews #Snake #Rescue #Bhubaneswar
Be the first to know any news. You will get latest stories and video updates through the day. You can turn them off anytime.