#ପୌରାଣିକ_ନାଟକରେ_ବିଷଧର_ସାପ_ଅହିରାଜ !
ଗଂଜାମ ଜିଲ୍ଲା ଆସିକା ବ୍ଲକ କର୍ପୂର ନୁଆଁ ଗାଁରେ ଚାଲିଥିବା ଗଂଜାମର ପାରମ୍ପରିକ ପୌରାଣିକ ନାଟକ ହରିଭକ୍ତ ପ୍ରହହ୍ଲାଦରେ ପ୍ରହହ୍ଲାଦକୁ ସର୍ପଦଣ୍ଡ ଦେବା ସମୟରେ ବିଷଧର ସର୍ପକୁ ପ୍ରଦର୍ଶନ କରିବାର ଭିଡିଓ । ଯାହାକି ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି
#ViralVideo #Ahiraj #Ganjam #Asika #ArgusNews