କାମାକ୍ଷାନଗର ପଶ୍ଚିମାଞ୍ଚଳ ରେଞ୍ଜ ସିବିଳାପଶି ଗାଁରୁ ଏକ ସାତ ଫୁଟିଆ ଅଜଗର ଉଦ୍ଧାର କରାଯାଇଛି l ବିଳମ୍ବିତ ରାତିରେ ସାପଟିକୁ ଦେଖି ଗ୍ରାମର ଲିକୁନ ସାହୁ ସ୍ନେକ ହେଲ୍ପ ଲାଇନକୁ ଖବର ଦେଇଥିଲେ
#Dhenkanala #Kamashyanagar #snakerescue #ArgusNews