#ଭଗବାନଙ୍କ_ପାଖରେ_ପହଁଞ୍ଚାଏ_ସାରହୁଲ୍_ପୂଜା
ଅ।ଦିବାସୀ ଓରାମ ସଂପ୍ରଦାୟର ଲୋକେ ଶାଳ ଗଛ ଓ ଫୁଲକୁ ପୁଜା କରି ନିଜ ଗଣ ପର୍ବକୁ ପାଳନ କରିଥାନ୍ତି ସାରହୁଲ ପର୍ବ ଭାବରେ । ଓରାମ ସଂପ୍ରଦାୟ ଏହା ଅନ୍ୟତମ ପର୍ବ । ଏହି ଓରାମ ସଂପ୍ରଦାୟ ର ଗଣ ପର୍ବ ହେଉଛି ସାରହୁଲ ପର୍ବ । ଶାଳ ଗଛ ମୁଳେ ପୁଜା ର୍ଚ୍ଚନା କରିବା ସହ ନୁଅ। ଫୁଲ, ନୁଅ। ଫଳ ଅ।ଦି ପୁଜା କରି ପ୍ରକୃତିକୁ ଭେଟିଦିଅନ୍ତି।
#ArgusNews #Sundargarh #sarhul_festival #celebrate #devotee #Tribal #Odisha