ଗଧ କ୍ଷୀରରୁ ପ୍ରସ୍ତୁତ ହୋଇଛି ସାଵୁନ !
ତ୍ଵଚାକୁ ସତେଜ ଓ ସୁନ୍ଦର ରଖିବାକୁ ସମସ୍ତଙ୍କ ଇଚ୍ଛା । କିନ୍ତୁ ଦୈନନ୍ଦିନ କାର୍ଯ୍ୟଶୈଳୀ ଓ ବ୍ୟସ୍ଥତା ସମସ୍ତଙ୍କୁ ନିଜ ତ୍ଵଚାର ସତେଜତା ରଖିପାରନ୍ତି ନାହିଁ । କିନ୍ତୁ, ଏହି ଚିନ୍ତାର ମୁକ୍ତି ପାଇଁ ମାର୍କେଟକୁ ଆସିଛି ଅର୍ଗାନିକୋ କମ୍ପାନୀର ସାମଗ୍ରୀ । ଅର୍ଗାନିକୋ ଦ୍ଵାରା ପ୍ରସ୍ତୁତ ସାବୁନ ବର୍ତ୍ତମାନ ସମସ୍ତଙ୍କ ତ୍ଵଚାକୁ ସତେଜ ରଖିବାକୁ ଚେଷ୍ଟା କରିଛି । ତେବେ କଣ ଏହି ସାଵୁନ, କାହିଁକି ତାକୁ ନେଇ ଚର୍ଚ୍ଚା । ଦେଖିବା ରିପୋର୍ଟ
#ArgusNews #Bhubaneswar #DonkeyMilk #Soap #organiccompany #Odisha