ଆଜିକାଲି ଭାଗ ଦୌଡ ଜୀବନରେ ଲୋକଙ୍କ ପାଖରେ ନିଜେ ନିଜ ଲୋକଙ୍କ ପାଇଁ ସମୟ ଦେଇ ପାରୁନଥିବା ଭଳି ପରିସ୍ଥିତିରେ ବାଙ୍ଗାଲୋର ସହରରେ ଇଂଜିନିୟର ସୁନୀଲ ବେହେରା ନିଜେ ବଞ୍ଚିବା ଆଉ ଅନ୍ୟଙ୍କୁ ବଞ୍ଚିବାର ରାହା ଦେଖେଇଛନ୍ତି। କର୍ଣ୍ଣାଟକ ରେ ପ୍ରାୟ 11 ଲକ୍ଷରୁ ଉର୍ଦ୍ଧ୍ବ ପ୍ରବାସୀ ଓଡିଆମାନେ ବିଭିନ୍ନ ସରକାରୀ ଏବଂ ବେସରକାରୀ ସେବାରେ କାର୍ଯ୍ୟରତ ଅଛନ୍ତି ଏହି 11 ଲକ୍ଷ ଓଡିଆଙ୍କ ଭିତରେ ଅନେକ ଗରିବ, ଅସହାୟ ଲୋକମାନେ ଭି ବସବାସ କରୁଛନ୍ତି, ଏହି ଅସହାୟ ଲୋକଙ୍କର ସହାୟକ Indian by birth ହୋଇ ପାରିଛି...।
#ArgusNews #socialworker #SunilBehera #help #karnataka