ବହୁ ଚର୍ଚ୍ଚିତ ସପ୍ଟଓ୍ଵେର ଇଞ୍ଜିନିୟର ଶ୍ବେତା ଉତ୍କଳା କୁମାରୀ ଆତ୍ମହତ୍ୟା ଘଟଣା। ଶ୍ବେତାଙ୍କ ପୁରୁଷ ବନ୍ଧୁ ସୌମ୍ୟଜିତ ମହାପାତ୍ରକୁ ଉଠାଇ ନେଲା ପୋଲିସ। ଭୁବନେଶ୍ଵର ଚନ୍ଦ୍ରଶେଖରପୁର ପୋଲିସ ଆଜି ଭୋର ସକାଳୁ ସମ୍ବଲପୁର ପହଞ୍ଚି ସୌମ୍ୟଜିତକୁ ଉଠେଇ ନେଇଛି ।
#ArgusNews #softwareengineer #SwetaUtkalKumari #DeathCase #Odisha