ଦିନ ଦୁଇ ପ୍ରହରରେ ଚାଲିଛି ହଜାର ହଜାର ଟ୍ରିପ ଚୋରା ମାଟି ଚାଲାଣ। ତାହା ପୁଣି ସରକାରୀ ପୋଖରୀରୁ। ସରକାରୀ ଦଳର କର୍ମୀ ମାଟି ବିକ୍ରି କରି ଟଙ୍କା ଲୁଟୁଥିବା ଅଭିଯୋଗ ହୋଇଛି। କଟକ ଜିଲ୍ଲା ମାହାଙ୍ଗା ବ୍ଲକ ବରାହିପୁର ପଞ୍ଚାୟତର ଡଅଁର ଫେଜ୍ 2 ପ୍ରକଳ୍ପ ନାଁରେ ପୋଖରୀରୁ ହଜାର ହଜାର ଟ୍ରିପ ମାଟି ଉଠାଯାଉଥିବା ଅଭିଯୋଗ ହୋଇଛି।
#Cuttack #Mahanga #soilsmuggling #Governmentpartyworkers #illegally #Odisha #ArgusNews