ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀର ବିଧାୟକ ବିଜୟ ଶଙ୍କର ଦାସଙ୍କ ବିରୋଧରେ ଅନେକ ଗୁଡିଏ ସଙ୍ଗୀନ ଦଫା ଲାଗି ଥିଲେ ମଧ୍ୟ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନନେବାରୁ ସେମାଲିକା ଦାସ ମୁଖ୍ୟମନ୍ତ୍ରୀଙ୍କୁ tweet କରି ନ୍ୟାୟ ମାଗିଛନ୍ତି। ମା କୁ ସମ୍ମାନ ର ନାରା ହେଉଥିବା ଶାସକ ଦଳ ସେମାଲିକା ଦାସଙ୍କୁ ନ୍ୟାୟ ଦେବାରେ କାହିଁକି ବିଲମ୍ବ କରୁଛି ସେଥିପାଇଁ ସମାଜସେବୀ ମାନଙ୍କ ପ୍ରତିକ୍ରିୟା ।
#ArgusNews #Jagatsinghpur #Erasama #Somalika #TweetIssue #Odisha