#ପୁଅର_ପ୍ରାଣ_ନେଇଛି_ରାଗିଂ !
ଭୀମ ଭୋଇ ମେଡିକାଲ କଲେଜ ହଷ୍ଟେଲ ଛାତରୁ ଡେଇଁ ଆତ୍ମହତ୍ୟା କରିଥିବା ଡାକ୍ତରୀ ଛାତ୍ର ନିଶାନ୍ତଙ୍କ ମୃତ୍ୟୁକୁ ନଅ ଦିନ ପୁରିଛି । ମୃତ ନିଶାନ୍ତଙ୍କୁ ନ୍ୟାୟ ଦେବା ପାଇଁ ଆଗକୁ ଆସିଛନ୍ତି ବାପା କ୍ରିଷ୍ଠ କୁମାର । ପୁଅ ରାଗିଂ ଯୋଗୁଁ ପ୍ରାଣ ହରାଇଥିବା ଅଭିଯୋଗ କରିବା ସହ ରାଗିଂ ମୁକ୍ତ ଅଭିଯାନ ଆରମ୍ଭ କରିଛନ୍ତି ।
#BhimBhoiMedicalCollege #hostel #justice #Nishant #Odisha #strick #ArgusNews