#ବାପାଙ୍କୁ_ମିଶି_ମାରିଦେଲେ_ପୁଅ_ବୋହୂ
କୋରାପୁଟ ଲକ୍ଷ୍ମୀପୁର ଉପର କୁଟିଙ୍ଗା ଗାଁରେ ଅଭାବନୀୟ ଘଟଣା । ବାପାଙ୍କୁ ମିଶି ମାରିଦେଲେ ପୁଅ-ବୋହୂ। ବିଦ୍ୟୁତ୍ ଖୁଣ୍ଟରେ ବାନ୍ଧି ପିଟି ମାରୁଥିବା ଭିଡିଓ ଭାଇରାଲ୍ । ତେବେ ମାରିବା ପରେ ଭୟରେ ତରତର ହୋଇ ବାପାଙ୍କ ଶବ ଦାହ କରିଦେଲେ। ତେବେ କାହିଁକି, କେଉଁ କାରଣରୁ ହତ୍ୟା କରା ଯାଇଛି ଜଣାପଡ଼ିନି।
#Koraput #viralvideo #father #beaten #Odisha #ArgusNews