#ସୌମ୍ୟ_ଆତ୍ମହତ୍ୟା_ମାମଲାରେ_ସୋନାଲିଙ୍କୁ_ଝଟକା
ମଡେଲ ସୌମ୍ୟରଞ୍ଜନ ପାଣିଗ୍ରାହୀ ଆତ୍ମହତ୍ୟା ଘଟଣା । ପ୍ରେମିକା ସୋନାଲି ନନ୍ଦ ଓ ତାଙ୍କ ମାଆଙ୍କ ନାଁରେ ମାମଲା ରୁଜୁ କଲା ଇନଫୋସିଟି ପୋଲିସ । ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ମାମଲା ରୁଜୁ କଲା ପୋଲିସ। ସୋନାଲି ଓ ତାଙ୍କ ମାଆଙ୍କ ନାଁରେ ମାମଲା ରୁଜୁ ପାଇଁ ଭୁବନେଶ୍ଵର ଡିସିପିଙ୍କୁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ।
#Bhubaneswar #infocitypolice #HighCourtOrder #somyaranjanpanigrahi #sonalinanda #odisha #ArgusNews