#୨୪_ରେ_ପୌର_ଭୋଟ
#ବ୍ୟାକ_ଟୁ_ବ୍ୟାକ୍_କଣ୍ଠଦାନ_କରୁଛନ୍ତି_କଣ୍ଠଶିଳ୍ପୀ
ନୂଆ ଆଉ ପୁରୁଣା ଗୀତ ସହ କିଛି ଭଜନକୁ ମିକ୍ସ୍ କରି ତିଆରି ହେଉଛି ବିଭିନ୍ନ ଦଳ ପାଇଁ ପ୍ରଚାର ଗୀତ । ଅଳ୍ପ ସମୟ ଭିତରେ ଭୋଟରଙ୍କ ନିକଟରେ ନିଜର ବାର୍ତ୍ତା ପହଞ୍ଚେଇବାର ଏହା ହେଉଛି ଏକ ମାତ୍ର ମାଧ୍ୟମ ।
#CTC #ElectionCampaign #Vocalist #Campaignsong #OldSong #NewSong #Odisha #ArgusNews