ଶ୍ରୀ ରାମ ନବମୀ ପାଇଁ ଉତ୍ସବ ମୁଖର ସୋର ସହର l ହିନ୍ଦୁ ନବ ବର୍ଷ ଠାରୁ ଶ୍ରୀ ରାମ ନବମୀ ପର୍ଯ୍ୟନ୍ତ ସୋର ଶ୍ରୀ ରାମ ସେନା ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ ହୋଇଥିବା ବେଳେ ଅପରାହ୍ନ ରେ ହଜାର ହଜାର ସଂଖ୍ୟକ ଶ୍ରୀରାମ ଭକ୍ତ ରାଧାନାଥ ପଡିଆ ରୁ ମଟର ସାଇକେଲ ଶୋଭାଯାତ୍ରା ରେ ବାହାରି ସୋର ସହର ସମେତ ବିଭିନ୍ନ ପଞ୍ଚାୟତ ପରିକ୍ରମା କରିଛନ୍ତି l
#ArgusNews #Soro #bikerally #RamNavami #odisha