୧୮ ବର୍ଷରୁ ନିଜ ଜୀବନକୁ ଅପହଞ୍ଚ ଅଞ୍ଚଳରେ ରହୁଥିବା ଆଦିବାସୀଙ୍କୁ ଆର୍ଥିକ ଦୂରାବସ୍ତାରୁ ବାହାର କରି ସ୍ଵଚ୍ଛଳ କରିବା ପାଇଁ ସର୍ମପଣ କରିଛନ୍ତି କନ୍ଧମାଳ ଜିଲ୍ଲାର ଦାରିଙ୍ଗିବାଡ଼ି ଅଞ୍ଚଳରେ ରହୁଥିବା ଦୀନବନ୍ଧୁ ମହାରଣା। ତାଙ୍କୁ ସମ୍ମାନିତ କରାଗଲା ଅର୍ଗସ ନ୍ୟୁଜର 'ପ୍ରାଇଡ ଅଫ ଓଡ଼ିଶା ସମ୍ମାନ' ଉତ୍ସବରେ ।
#prideofodisha #PrideOfOdishaSammanUtsav #awardshow #awardee #dinabandhumaharana #culturalprogram #odisha #ArgusNews