Sp କାର୍ଯ୍ୟଳୟ ଭିତରକୁ ଧସେଇ ପଶିଲେ କୋରାପୁଟ ବିଜେପି ।କୋରାପୁଟ ବିଜେପି ଜିଲ୍ଲା ଯୁବ ମୋର୍ଚ୍ଚା ପକ୍ଷରୁ ବିକ୍ଷାେଭ। ଶିକ୍ଷୟତ୍ରୀ ମମିତା ମେହେରଙ୍କୁ ଅପହରଣ ଓ ଜୀବନ୍ତ ଜାଳିଦେଇ ହତ୍ୟା କରିବା ଘଟଣାରେ ସଂପୃକ୍ତ ମନ୍ତ୍ରୀ ଦିବ୍ୟ ଶଙ୍କର ଇସ୍ତଫା ଏବଂ ଗିରଫ ଦାବି କରିଛି କୋରାପୁଟ ଯୁବ ମୋର୍ଚ୍ଚା ଜିଲ୍ଲା ବିଜେପି। Sp କାର୍ଯ୍ୟାଳୟ ଠାରେ ବିକ୍ଷୋଭ
#Koraput #BJP #Protest #SPOffice #Odisha #ArgusNewas