ବାଲେଶ୍ୱର ସହରରେ ଗତ 20 ତାରିଖରେ ବାଲେଶ୍ୱର ସହରରେ ଭିମପୁରା ଅଂଚଳରେ ହୋଇଥିଲା ଏସିଡ ଆଟାକ। ଏସିଡ ମାଡରେ ଆହତ ହୋଇଥିଲେ ଦୁଇଜଣ ମହିଳାଙ୍କ ସମେତ ଦୁଇଜଣ ଛୋଟ ଛୁଆ। ଘଟଣାରେ ପୋଲିସ କେବଳ ଦୁଇଜଣ ସହଯୋଗୀଙ୍କୁ ଗିରଫ କରିଛି। ଗିରଫଙ୍କ ମଧ୍ୟରେ ଜଣେ ମହିଳା ଥିବା ଏସପି କହିଛନ୍ତି।
#ArgusNews #balasore #SP #AcidAttack #PressMeet #Odisha