ଯାଜପୁର ଜିଲ୍ଲାର ବଡଚଣା ବ୍ଲକ ଛତିଆ ଇଛାନଗରପାଟଣାର ସୁନାମ ଧନ୍ୟ ଲୋକପ୍ରିୟ କଣ୍ଠଶିଳ୍ପି କୁମାର ଗୋବିନ୍ଦ । ଯିଏକି ଲୋକପ୍ରିୟ ଗୀତ "ଝୁଲରେ ନିତାଇ ଝୁଲର" ମୂଳ କଣ୍ଠଶିଳ୍ପି ଭାବେ ଗୁରୁ ନରୋତ୍ତମଙ୍କ ରଚନାରେ ନିଜ ସୁମଧୁର କଣ୍ଠରୁ କଣ୍ଠଦାନ କରି ଦୀର୍ଘ ଏକ ବର୍ଷ ପୂର୍ବେ ନିଜର ଘରୋଇ ୟୁଟ୍ୟୁବ ଚ୍ୟାନେଲରେ ଅପଲୋଡ କରି ଏବେ ସେ ଓଡିଶାର ଘରେ ଘରେ ପରିଚିତ, ଆସନ୍ତୁ ତାଙ୍କ ସହ ଆଲୋଚନା କରିବା
#Jajpur #Badachana #JhulReNitaiJhul #Singer #GoboindaKumar #ArgusNews