ଦେଶର ଝିଅ ମାନଙ୍କ ଉତ୍ସବ ଭାବରେ 'ବଧାଇ ହୋ-ବେଟି ହୁଇ ହେ' ଚଳଚ୍ଚିତ୍ର କୁ ସ୍ଵତନ୍ତ୍ର ଭାବ ରେ ଭୁବନେଶ୍ଵର ମାଷ୍ଟରକ୍ୟାଣ୍ଟିନ୍ ସ୍ଥିତ ବୋକାକାଫେ ଠାରେ ଅପରାହ୍ନ ୪ ଟା ରେ ସ୍ଵତନ୍ତ୍ର ସ୍କ୍ରିନିଂ କରାଯାଇଥିଲା। ଏଥିରେ ଡଃ ଗୁରୁଜୀ କୁମାରନ୍ ସ୍ଵାମୀ, ଡଃ ଦେବଦତ୍ତ ସିଂଦେଓ, ରାଜ୍ୟ ଚଳଚ୍ଚିତ୍ର ଉନ୍ନୟନ ନିଗମ ର ଅଧ୍ୟକ୍ଷ କୁନା ତ୍ରିପାଠୀ, ଅନୁସୃତା ସିଂଦେଓ ଓ ରୋହିଣୀ ସିଂଦେଓ ପ୍ରମୂଖ ଯୋଗଦେଇଥିଲେ।
#bhubaneswar #mastercanteen #BadhaiHo #film #SpecialScreening #girlsfestival #Odisha #ArgusNews