#ହକି_ବିଶ୍ବକପ୍_ପାଇଁ_ରାଜଧାନୀରେ_ସ୍ବତନ୍ତ୍ର_ଟ୍ରାଫିକ୍_ପରିଚାଳନା
#ଟ୍ରାଫିକ୍_ପରିଚାଳନା_ଦାୟିତ୍ବରେ_ରହିବ_୨୦_ପ୍ଲାଟୁନ୍_ପୋଲିସ_ଫୋର୍ସ
ଆସନ୍ତା ହକି ବିଶ୍ୱକପ ପାଇଁ ଟ୍ରାଫିକ ବ୍ୟବସ୍ଥା କିଭଳି ରହିବ ସେ ନେଇ କମିଶନରେଟ ପୋଲିସ ପକ୍ଷରୁ ଆଲୋଚନା କରାଯାଇଛି । ଟ୍ରାଫିକ ପରିଚାଳନା ପାଇଁ ୫ ଜଣ ଡ଼ିଏସପିଙ୍କ ଅଧୀନରେ ୧୮ ଏସ୍ ଆଇ, ୧୫ ଜଣ ଏଏସଆଇ ନିୟୋଜିତ ରହିବେ ।
#ArgusNews #HockeyWorldCup #trafficmanagement #commissionratePolice #Odisha