ରାଜ୍ୟରେ ଏବେ କ୍ରୀଡା ଓ କ୍ରୀଡ଼ାବିତର ସ୍ଥିତି ଭଲ ନାହିଁ । କେବଳ ଖାଲି ଗୋଟେ ଗୋଟେ ଷ୍ଟାଡିଅମ ନିର୍ମାଣ କରି ବାହା ବାହା ନେଉଛନ୍ତି ରାଜ୍ୟ ସରକାର । ବିଭିନ୍ନ କ୍ରୀଡା ପାଇଁ ମଧ୍ୟ ରାଜ୍ୟରେ ଦକ୍ଷ କୋଚ ନାହାନ୍ତି : ବିଭାସ ପରିଡା, ପୂର୍ବତନ ବ୍ୟାଡ଼ମିନ୍ଟନ ଖେଳାଳି
#ArgusNews #sports #sportsmen #neglected #OdishaGovt #Odisha