ଇଉନାଇଟେଡ ଆରବ ଏମିରେଟସ ତରଫରୁ ଦୁବାଇରେ ପବିତ୍ର ଶ୍ରୀଜଗନ୍ନାଥଙ୍କ ବାହୁଡା ଯାତ୍ରା
ଏଥିରେ 100ଶହେ ରୁ ଅଧିକ ଶ୍ରଦ୍ଧାଳୁ ଭକ୍ତଙ୍କ ସମାଗମ ହୋଇଥିଲା । ଅପରାହ୍ନ 3ଟା ରେ ସମସ୍ତ ନୀତିକାନ୍ତି ସହିତ ମହାମନ୍ତ୍ର ସଂକୀର୍ତ୍ତନ ସହ ବାହୁଡା ଯାତ୍ରାର ଆରମ୍ଭ ହୋଇଥିଲା ।
#Dubai #UnitedArabEmirates #RathaYatra2022 #BahudaYatra #ArgusNews