#ଶ୍ରୀମନ୍ଦିରରେ_ହଜିଗଲେ_ଯାଆଁଳା_ଭାଈ
କଟକ ନୂଆପାଟଣା ଅଞ୍ଚଳର ନନ୍ଦୀନୀ ପଲାଲ, ବାପା ନୃସିଂହ ପଲାଲଙ୍କ ଦୁଇ ଯାଆଁଳା ପୁଅ ଶ୍ରୀମନ୍ଦିରର ମହାଲକ୍ଷ୍ମୀ ମନ୍ଦିର ନିକଟରେ ହଜିଯାଇଥିଲେ। ପୋଲିସ କଣ୍ଟ୍ରୋଲ ରୁମ୍ ତରଫରୁ ମାଇକରେ ପ୍ରଚାର ପରେ ସେମାନଙ୍କ ପରିବାର ଲୋକ ପୋଲିସ ଟେଣ୍ଟକୁ ଆସି ସେମାନଙ୍କୁ ନେଇଥିଲେ। ସେମାନେ ତାଙ୍କ ମା ଓ ଅପାଙ୍କ ସହ ଜଗା ଦର୍ଶନ ପାଇଁ ଆସିଥିଲେ...।
#ArgusNews #Srimandir #MissingChild #PoliceControlRoom #rescue #puri #Odisha