ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟରେ ଢିଲା
କଚ୍ଛପ ଗତିରେ ଚାଲିଛି ପ୍ରକଳ୍ପ ନିର୍ମାଣ । ମୁଖ୍ୟମନ୍ତ୍ରୀଙ୍କ ସ୍ବପ୍ନର ପ୍ରକଳ୍ପ କାର୍ଯ୍ୟରେ ବାଧକ ସାଜିଛି ନିର୍ମାଣର ଗତି । କଣ୍ଟ ପୂରିବାକୁ ବସିଲାଣି, ହେଲେ ୫୦ ପ୍ରତିଶତ କାମ ସରିନି ।
#ArgusNews #SrimandirParikramaproject #illegalconstruction #puri #trafficissues #SrimandirHeritageCorridor #Odisha