ଲକଡାଉନ ସମୟର ସୁବିନିଯୋଗ କରି ବରଗଡ଼ ଜିଲ୍ଲାର ଫାର୍ମାସୀ ଛାତ୍ରୀ ସୃଷ୍ଟିଲେଖା ପୁରୋହିତ ନିଜକୁ ଏକ ପେଷାଦାର ଚିତ୍ରକର ଭାବେ ଗଢି ତୋଳିଛନ୍ତି । ଏ ଦିଗରେ ୟୁଟ୍ୟୁବ ତାଙ୍କୁ ଗୁରୁ ଭାବେ ସହାୟତା କରିଥିବା ବେଳେ ଉପକରଣ ଯୋଗାଇ ଦେଇ ତାଙ୍କୁ ପ୍ରୋତ୍ସାହିତ କରିଛି ତାଙ୍କର ପରିବାର । ବର୍ଜ୍ୟ ବସ୍ତୁକୁ ବ୍ୟବହାର କରି ସୃଷ୍ଟିଲେଖାଙ୍କ ସୁନ୍ଦର ସୃଷ୍ଟି ପାଲଟିଛି ତାଙ୍କର ଏକ ନୂଆ ପରିଚୟ
#GoodNews #Baragarh #Bijepur #Artist #SrustilekhaPurohit #Youtube #ArgusNews