ସରକାରଙ୍କ ସମବାୟ ନିର୍ବାଚନ ବିଜ୍ଞପ୍ତି ଅନୁସାରେ ପ୍ରଥମ ପର୍ଯ୍ୟାୟରେ ପ୍ରାଥମିକ ସମବାୟ ସମିତି ଗୁଡିକରେ ପରିଚାଳନା ପରିଷଦ ଗଠନ ନିମନ୍ତେ ନିର୍ବାଚନ ଆସନ୍ତାକାଲି ଏବଂ ଜୁନ 26 ତାରିଖ ଦୁଇ ଦିନ ଧାର୍ଯ୍ୟ କରାଯାଇଛି. ଆସନ୍ତାକାଲି ନିର୍ବାଚନ ପାଇଁ ଧାର୍ଯ୍ୟ ହୋଇଥିବା ମୋଟ 3252 ପ୍ରାଥମିକ ସମବାୟ ସମିତିରୁ 2521 ସମିତିରେ ସଦସ୍ୟ, ସଦସ୍ୟା ବୃନ୍ଦ ବିନା ପ୍ରତିଦ୍ବନ୍ଦୀତାରେ ନିର୍ବାଚିତ ହୋଇଛନ୍ତି।
#cooperativeelection #statecooperativeelectioncommission #PressMeet #Odisha #ArgusNews