ପୁଣି ବିବାଦରେ ରାଜ୍ୟ ଚଳଚ୍ଚିତ୍ର ଓ ଟେଲି ପୁରସ୍କାର । ହାଇକୋର୍ଟଙ୍କ ଛାଟ ପରେ ବି ଶିଖିଲେନି ସରକାର । ପୁରସ୍କାର ଚୟନରେ ପାତର ଅନ୍ତର । ଘୋଷଣା ନ କରି ତରବରିଆ ଭାବେ ଦେଇ ଦେବେ ପୁରସ୍କାର । କପି ଫିଲ୍ମକୁ ପ୍ରୋତ୍ସାହନ ମିଳିଥିବା ବେଳେ ମୌଳିକ ଓଡ଼ିଆ ଫିଲ୍ମକୁ କରାଯାଇଛି ହତାଦାର ।
#ArgusNews #filmandteleawards #HighCourt #announcement #copyfilms #Odisha