ପୁଣି ବିବାଦରେ ରାଜ୍ୟ ଚଳଚ୍ଚିତ୍ର ଓ ଟେଲି ପୁରସ୍କାର । ହାଇକୋର୍ଟଙ୍କ ଛାଟ ପରେ ବି ଶିଖିଲେନି ସରକାର । ଘୋଷଣା ନ କରି ତରବରିଆ ଭାବେ ଦେଇ ଦେବେ ପୁରସ୍କାର । କପି ଫିଲ୍ମକୁ ମିଳୁଛି ପ୍ରୋତ୍ସାହନ, ମୌଳିକ ଓଡ଼ିଆ ଫିଲ୍ମକୁ ହତାଦର ।
#ArgusNews #filmandteleawards #HighCourt #announcement #copyfilms #Odisha