#ରାଜ୍ୟ_ସରକାରଙ୍କ_ଓବିସି_ଧୋକା
#ପଛୁଆବର୍ଗ_ସର୍ଭେକୁ_ନେଇ_ପ୍ରଶ୍ନ_ଉଠାଇଲେ_ଶ୍ରୀକାନ୍ତ_ଜେନା
ବିଜେପି ପରେ ଓବିସି ପ୍ରସଙ୍ଗରେ ସରକାରଙ୍କୁ ଶ୍ରୀକାନ୍ତଙ୍କ ଶର। ପଛୁଆବର୍ଗ ସର୍ଭେ ନୁହେଁ ଇଲେକ୍ସନ ଷ୍ଟଣ୍ଟ। ପଛୁଆ ବର୍ଗ ସର୍ଭେକୁ ନେଇ ପ୍ରଶ୍ନ ଉଠାଇଲେ ଶ୍ରୀକାନ୍ତ ଜେନା। ଘର ଘର ବୁଲି କାହିଁକି ହେବନାହିଁ ଗଣନା ଉଠାଇଲେ ପ୍ରଶ୍ନ
#ArgusNews #OBC #OdishaGovt #BJP #Congress #Odisha