STF ପଞ୍ଝାରେ ହରିଣ ଚମଡ଼ା ଚୋରା ଚାଲାଣକାରୀ । ୫ଟି ହରିଣ ଚମଡ଼ା ଜବତ ସହ 2 ବେପାରୀଙ୍କୁ ଗିରଫ କଲା ଏସଟିଏଫ । ପିପିଲି ଫ୍ଲାଏ ଓଭର ନିକଟରେ ହରିଣ ଚମଡ଼ା ବିକିବାକୁ ଡିଲ୍ ଚାଲିଥିଲା । ଏହି ସମୟରେ ରେଡ୍ କରିଥିଲା STF । ଦୁଇ ଚୋରା ଚାଲାଣକାରୀ କୃଷ୍ଣ ଚନ୍ଦ୍ର ସ୍ବାଇଁ ଓ ସୁନୀଲ କୁମାର ପଲେଇଙ୍କୁ ଏସଟିଏଫ୍ ଗିରଫ କରିଛି
#Puri #Pipili #STF #Odisha #ArgusNews