ରାଜଧାନୀରେ ଫେଲ ମାରିଛି ବିଏମସିର ବୁଲା ଗୋରୁମୁକ୍ତ ଯୋଜନା
ବୁଲା ଷଣ୍ଢ, ଗାଇ, ଗୋରୁଙ୍କ କବଜାରେ ରାଜରାସ୍ତା। ସୃଷ୍ଟି ହେଉଛି ଟ୍ରାଫିକ ସମସ୍ୟା, ଘଟୁଛି ଦୁର୍ଘଟଣା। ବର୍ଷ ଶେଷ ସୁଦ୍ଧା ରାଜଧାନୀକୁ ବୁଲା ଗାଇଗୋରୁ ମୁକ୍ତ କରିବାକୁ ବିଏମସିର ଘୋଷଣା।
#ArgusNews #BMC #SmartCityproject #straycattle #trafficissues #Bhubaneswar #Odisha