ବାଲେଶ୍ୱର ସହରରେ ନାକେଦମ କଲେଣି ପାଗେଳା କୁକୁର । ଯୁଆଡେ ଦେଖିବ ସିଆଡେ କୁକୁର ବୁଲୁଛନ୍ତି । ଘରୁ ଗୋଡ କାଢିବାକୁ ଡର ଲାଗୁଛି । ହାବୁଡରେ ପଡିଲେ କାମୁଡିବାକୁ ଗୋଡାଉଛନ୍ତି ପାଗଳା କୁକୁର । ଏମିତିକି କୁକୁର କାମୁଡାରେ 30ରୁ ଉର୍ଦ୍ଧ୍ୱ ଆହତ ମଧ୍ୟ ହୋଇଛନ୍ତି । ଫଳରେ ଆତଙ୍କିତ ଅବସ୍ଥାରେ ଅଛନ୍ତି ଲୋକେ ।
#Baleswar #streetdogs #danger #attack #Odisha #ArgusNews