#ଏଥରବି_ବନ୍ଦ_ରହିବ_ଛାତ୍ର_ସଂସଦ_ନିର୍ବାଚନ !
ଦୀର୍ଘ ୪ ବର୍ଷ ଧରି ହୋଇନାହିଁ ନିର୍ବାଚନ। କଲେଜ କ୍ୟାମ୍ପସରେ ତିଆରି ହେଉନାହାଁନ୍ତି ଛାତ୍ର ନେତା । ସେପଟେ ଚଳିତ ବର୍ଷ ନିର୍ବାଚନ ବନ୍ଦ ଆଶଙ୍କା ନେଇ ରାଜ୍ୟପାଳଙ୍କୁ ଫେରାଦ ହେଲା ଛାତ୍ର କଂଗ୍ରେସ । ନିର୍ବାଚନ ବନ୍ଦ ହେଲେ ଆନ୍ଦୋଳନ ହେବ ବୋଲି ଚେତାବନୀ ଦେଲା ଏବିଭିପି
#Studentelections #college #organizations #leadership #Odisha #ArgusNews