#ସ୍କୁଲ_ଛାତ୍ର_ଛାତ୍ରୀ_ଗାଡି_ଚଳାଉଥିଲେ_ସାବଧାନ
ଆସନ୍ତାକାଲି ଠାରୁ ଯାଞ୍ଚ ହେବ କଡାକଡି । ମୋଟର ଆଇନ 19A ଆଧାରରେ ହେବ କାର୍ଯ୍ୟାନୁଷ୍ଠାନ। ନିୟମ ଉଲଘଂନକାରୀଙ୍କ ଉପରେ ହେବ କଡା କାର୍ଯ୍ୟାନୁଷ୍ଠାନ। 25 ହାଜର ଟଙ୍କା ପର୍ଯ୍ୟନ୍ତ ହେବ ଫାଇନ ।
#ArgusNews #students #driving #inspection #Bike #vehicle #license #Odisha