#ସ୍କୁଲ_ହତା_ଭିତରେ_ଆଣ୍ଠୁଏ_ପାଣିରେ_ପ୍ରବେଶ_କରୁଛନ୍ତି_ଛାତ୍ରଛାତ୍ରୀ
୫ଟି ରୁପାନ୍ତରଣରେ ବାହାର ଚକାଚକ ହେଲେ ଭିତରେ ବୋହୁଛି ଆଣ୍ଠୁଏ ପାଣି । ଏ ଦୃଶ୍ୟ ହେଉଛି ସୁବର୍ଣ୍ଣପୁର ଜିଲ୍ଲା ରାମପୁର ଉଚ୍ଚ ବିଦ୍ୟାଳୟର ଅର୍ଥାତ ଅର୍ଥମନ୍ତ୍ରୀ ନିରଞ୍ଜନ ପୁଜାରୀଙ୍କ ଘର ପାଖରେ ଥିବା ବିଦ୍ୟାଳୟ ।
#Subarnapur #School #WaterIssue #Odisha #ArgusNews