ଜାଆଁଳାର ଅମ୍ରିତା ବିଦ୍ୟାଳୟରେ ଆରମ୍ଭ ହୋଇଯାଇଛି ୨୭ତମ ସବ୍ ଜୁନିଅର ବଲ ବ୍ୟାଡ଼ମିଣ୍ଟନ ଚମ୍ପିୟାନସିପ । ମୁଖ୍ୟ ଅତିଥିଭାବେ ପୂର୍ବତନ ବ୍ୟାଡ଼ମିଣ୍ଟନ ଖେଳାଳି ବିଭାସ ପରିଡା ଯୋଗଦାନ କରି ଏହାକୁ ଶୁଭାରମ୍ଭ କରିଛନ୍ତି । ୨୦ ଜିଲ୍ଲାର ଖେଳାଳିଙ୍କୁ ନେଇ ଆରମ୍ଭ ହୋଇଥିବା ଏହି ଟୁର୍ନାମେଣ୍ଟ ଯୁବ ଖେଳାଳିଙ୍କୁ ଏକ ଭଲ ମଞ୍ଚ ପ୍ରଦାନ କରିବ ବୋଲି ଆୟୋଜକଙ୍କ ତରଫରୁ ସୂଚନା ଦିଆଯାଇଛି ।
#ArgusNews #Bhubaneswar #SubJunior #BallBadminton #championship #tournament #Odisha