ଏକ ବୈଠକରେ ଗୀତ ଗାଇ ଚର୍ଚ୍ଚାରେ ସୁବର୍ଣ୍ଣପୁର ଜିଲ୍ଲାପାଳ ଆବୋଲି ସୁନିଲ ନରୱାଣେ । ଲ୍ଲା ସ୍ତରୀୟ ଅଧିକାରୀମାନଙ୍କୁ ନେଇ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବାବେଳେ ଲଗଜା ଗଲେ କି....ଗୀତକୁ ସୁନ୍ଦରଭାବେ ଗାଇଥିଲେ
#Subarnapur #Collector #Meeting #Singing #ArgusNews