#ବାପାଙ୍କୁ_ଗୁଳି_କଲା_ପୁଅ
ସୁବର୍ଣ୍ଣପୁର ଡୁଙ୍ଗୁରୁପାଲି ଚିନାଜୁରୀ ଗାଁରେ ନିଶାସକ୍ତ ପୁଅର ଉନ୍ମତ୍ତକାଣ୍ଡ । ଗୁଳିମାଡ଼ରେ ବାପା ଗୁରୁତର, ବୁର୍ଲା ସ୍ଥାନାନ୍ତର । ନିଶାସକ୍ତ ଅବସ୍ଥାରେ ଘରେ ବୋହୂ ସହ ଝଗଡ଼ା କରିଥିଲା ପୁଅ । ବାପା ବିରୋଧ କରିବାରୁ ଗୁଳିମାଡ଼ କରିଥିବା ସୂଚନା ।
#ArgusNews #Subarnapur #FiringCase #Odisha