ସୁବର୍ଣ୍ଣପୁର_ରେ ଆମ୍ବୁଲାନ୍ସ ଯୋଗେ ଗଞ୍ଜେଇ ଚାଲାଣ । ୪ କୁଇଣ୍ଟାଲ ଗଞ୍ଜେଇ ଜବତ କଲା ଅବକାରୀ ବିଭାଗ । ଅଭିନବ ଉପାୟରେ ଗଞ୍ଜେଇ ଚୋରାଚାଳାଣ କରୁଥିବା ବେଳେ ସୁବର୍ଣ୍ଣପୁର ଜିଲ୍ଲା ଅବକାରି ବିଭାଗ ଧରିବାରେ ସଫଳ ହୋଇଛି ।
#ArgusNews #Subarnapur #smugglingcannabis #Ganjaseized #Odisha