#ଇଚ୍ଛା_ଥିଲେ_ଉପାୟ_ଆସେ !
କିଛି କରିବା ପାଇଁ ପ୍ରତିଶୃତି ବଦ୍ଧ ହେଲେ ସଫଳତା ହାତ ପାହାନ୍ତାରେ ମିଳିପାରେ । ଏଭଳି କିଛି ପ୍ରୟାସ କରି ସଫଳତା ହାସଲ କରି ଉଦାହରଣ ସାଜିଛନ୍ତି ଜଣେ ଯୁବକ । ମୋଟା ଅଙ୍କ ଦରମାର ବେସରକାରୀ ଚାକିରୀ ଛାଡି ନିଜ ଅଂଚଳ ପାଇଁ କିଛି କରିବାରେ ସଫଳ ହୋଇଛନ୍ତି ସୁବର୍ଣ୍ଣପୁର ଜିଲ୍ଲା ରଥପୁର ଗାଁର ମାନସ ରଞ୍ଜନ ମିଶ୍ର
#Subarnapur #ManasRanjanMishra #Business #ArgusNews