#ମଣ୍ଡିନେ_ପଡିଛେ_ହଜାର_ହଜାର୍_ବସ୍ତା_ଧାନ
ଯେନ୍ ଆଡେ ଦେଖଲେ ସମସ୍ୟା, ସମସ୍ୟା ଆର୍ ଖାଲି ସମସ୍ୟା । ଚାଷୀ ରହିନି ପାର୍ବା କି ସହି ନିପାର୍ବା । ସରକାରୀ ବିଧି ବ୍ୟବସ୍ଥା ଉପରେ ଭରସା ଉଠେଇକିନା ରାଜରାସ୍ତାକେ ଉହ୍ଲାଲାନ ଚାଷୀ। ଆଗକେ ସମସ୍ୟାର୍ ସମାଧାନ ନାଇହେଲେ ଆଏବାର୍ ଦିନେ ଆନ୍ଦୋଲନ ଜୋରଦାର୍ କର୍ମୁ ବୋଲି ଚାଷିମାନେ ଧମକ ଦେଇଛନ୍।
#ArgusNews #Subarnapur #MandiIssue #farmersProblem #Odisha