ପାରିବାରିକ ବିବାଦକୁ ସମାଧାନ କରୁଥିବା ସୁବର୍ଣ୍ଣପୁରର ଅଗ୍ରଣୀ ଅନୁଷ୍ଠାନ ସୁବର୍ଣ୍ଣା ନାରୀ ଜାଗରଣର ରଜତ ଜୟନ୍ତି ସମାରୋହ ଚଳିତ ବର୍ଷ ଅନୁଷ୍ଠିତ ହେବାକୁ ଯାଉଛି । ଆସନ୍ତା ୯ ଓ ୧୦ ତାରିଖ ଦୁଇ ଦିନ ଧରି ନିଜ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହେବ।
#ArgusNews #Subarnapur #Pressmeet #JubileeCeremony #Subarana #Odisha