ସୁବର୍ଣ୍ଣପୁର ସହରନେ ଫେଲ୍ ମାରିଛେ ପରିମଲ୍ ବ୍ୟବସ୍ଥା । ଭିନ୍ ଭିନ୍ ଜାଗାନେ ପଡି ରହିଛେ ଗଦା ଗଦା ଅଳିଆ ଆବର୍ଜନା । ଜିଲ୍ଲାପାଳଙ୍କର୍ ଅଫିସ୍ ଆଘେ ଠିକା ସଫେଇ କରମଚାରୀକଁର୍ ଆନ୍ଦୋଲନ୍ । ପୌର ଅଧିକାରୀଙ୍କର୍ ମନମୁଖୀ କାମ୍କେ ବିରୋଧ କରିଛନ୍ ।
#ArgusNews #Subarnapur #Sanitationsystem #PublicIssue #Protest #Odisha