#ଶ୍ରୀମନ୍ଦିର_ସୁରକ୍ଷା_ଅଭିଯାନ_ତରଫରୁ_ରାଜ୍ୟପାଳଙ୍କୁ_ଦାବି_ଉପସ୍ଥାପନ
ଶ୍ରୀମନ୍ଦିର ସୁରକ୍ଷା ଅଭିଯାନ ତରଫରୁ ଶ୍ରୀମନ୍ଦିର ଚତୁ଼ଃପାର୍ଶ୍ୱ ରେ ରାଜ୍ୟସରକାରଙ୍କ ଦ୍ଵାରା ଚାଲିଥିବା ବେଆଇନ ନିର୍ମାଣକୁ ବିରୋଧ କରି ଏକ ଦାବିପତ୍ର ମହାମହିମ ରାଜ୍ୟପାଳଙ୍କୁ ଉପଜିଲ୍ଲାପାଳଙ୍କ ଜରିଆରେ ଦିଆଯାଇଛି ।
#Brahmapur #ShreeMandir #SaveTemple #Odisha #ArgusNews